Jump to content

ପଟାଳିବା

ଉଇକିଅଭିଧାନ‌ରୁ

ପଟାଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.—(ତୁଳ. ଓ. ପୋଟାଳିବା)

[ସମ୍ପାଦନା]

ସମ୍ୱର ଯୁଗ୍ମ (ମିଥୁନ) ଲୁଣି ବା କାଦୁଅ ମାଟିରେ ଗଡ଼ାଗଡ଼ି ହେବା — (a couple of Sambhar deer) To wallow together in a muddy ground.

[ ଦ୍ର—ସମ୍ୱର ମିଥୁନ ଜୋଡ଼ା ପଡ଼ିବା ଋତୁରେ ଏହିପରି ଗଡ଼ାଗଡ଼ି ହେବାର ଦେଖାଯାଏ ]