ପଟାଳି ବାନ୍ଧିବା
ଦେଖଣା
ପଟାଳି ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଗୁଡ଼ିଏ କାଠ ବାଉଁଶକୁ ଏକତ୍ର କରି ପଟାଳି କରିବା —୧. To make loge into a raft; to raft.
- ୨. ଶାଗ ଆଦି ଲଗାଇବା ନିମନ୍ତେ କ୍ଷେତକୁ ଛୋଟ ଛୋଟ ପଟାଳିରେ ପରିଣତ କରିବା ବା କ୍ଷୁଦ୍ର ସୀମାବଦ୍ଧ ଭୂଖଣ୍ଡରେ ବିଭକ୍ତ କରିବା —୨. To make a field into small plots or blades for growing kitchen-vegetables.