ପଟାହାରିଆ ବାଘ
ପଟାହାରିଆ ମହାବଳ, ପଟାରିଆ ମହାବଳ, ପଟାଳିଆ ବାଘ, ପଟାଳିଆ ମହାବଳ ଅନ୍ୟରୂପ
ଯେଉଁ ବାଘର ଦେହଯାକ ପଟା ପଟା ଡୋରିଆ କଳାଦାଗ ମାନ ଥାଏ — Striped tiger; Felis Tigris.