Jump to content

ପଟା କବୁଲିୟତ୍

ଉଇକିଅଭିଧାନ‌ରୁ

ପଟା କବୁଲିୟତ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (କଚିରିଆ; ବିପରୀତ ସହଚରଶଦ୍ଦଦ୍ୱୟ) (ସଂସ୍କୃତ - ପଟ୍ଟା+ଫାରାସୀ - କବୁଲିୟତ୍)

[ସମ୍ପାଦନା]

ଜମିଦାର

ପଟା କବଲତ, ପଟା କବୁଲତ, ପଟା କବୁଲ୍ୟତ, ପଟା କବୁଲିଅତିଅନ୍ୟରୂପ 

ଅନୁବାଦ

[ସମ୍ପାଦନା]

ରଏତକୁ ଲେଖିଦେବା ରଇତିଜମିର ସନନ୍ଦ ଓ ରଇତ ଜମିଦାରକୁ ଲେଖିଦେବା ସ୍ୱୀକାର ପତ୍ର —Lease and counterpart of a lease; Patta and Kabuliat.