ପଟା ଟୋପ
ଦେଖଣା
ପଟା ଟୋପ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ. ଅ
[ସମ୍ପାଦନା]- ୧. ପଟା ଟପ (ଦେଖ) - ୧. Paṭā ṭapa (See)
ସଭାରେ କଥା ପଡ଼ିଥିଲେ ଗୁରୁ କୋପ କରି କହିବାକୁ ଆସନ୍ତି ପଟା ଟୋପ କୃଷ୍ଣସିଂହ. ମହାଭାରତ ବିରାଟ
- ୨. ଘରର ଚଟାଣ ତଳେ ଧନ ଆଦି ଲୁଚାଇ ରଖିବା ପାଇଁ ଖୋଳା ଯାଇଥିବା ଗର୍ତ୍ତ (ଯହା ଉପରେ ପଟା ପଡ଼ିଥାଏ) — ୨. A hole dug in the floor of a house to conceal things, over which planks are laid.
[ ଦ୍ର—ଲୋକେ ପୂର୍ବକାଳରେ ଘର ତଳେ ଗାତ ଖୋଳି ସେଥିରେ ଧନ ଆଦି ଲୁଚାଇ ରଖୁଥିଲେ ଓ ସେ ଗାତର ମୁହଁକୁ ପଟାଦ୍ୱାରା ଘୋଡ଼ାଇ ରଖୁଥିଲେ ଧନ ଆଦି କାଢ଼ିବାର ଦରକାର ହେଲେ ପଟାକୁ କାଢୁଥିଲେ ଅନ୍ୟ ସମୟରେ ଉକ୍ତ ଟୋପରର ମୁହଁ ପଟାରେ ବନ୍ଦ ରହୁଥିଲା ଓ ବାହାରର ଲୋକେ ଏହାକୁ ଠଉରାଇ ପାରୁ ନ ଥିଲେ ]