Jump to content

ପଟା ବଦଳ

ଉଇକିଅଭିଧାନ‌ରୁ

ପଟା ବଦଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମିଆଦି ପଟାର ନିର୍ଦ୍ଧାରିତ ସମୟ ପୂରିଯିବା ପରେ ଜମିଦାରଙ୍କର ପ୍ରଜାକୁ ନୂଆ ପଟା ଲେଖିଦେବା —Renewal of a lease.