Jump to content

ପଟା ବାଡ଼

ଉଇକିଅଭିଧାନ‌ରୁ

ପଟା ବାଡ଼

ଉଚ୍ଚାରଣ

[ସମ୍ପାଦନା]

(ପଟାବାଦି—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଗ୍ରାମବାସୀମାନେ ପ୍ରତିଦିନ ସମ—ବେତ ହେବା ପାଇଁ ବା ସଭା କରିବା ପାଇଁ ଗଛ ମୂଳେ ବନ୍ଧା ହୋଇଥିବା ମାଟିର ପିଣ୍ଡି — An earthen platform at the foot of a tree where the villagers assemble assemble daily to hold meetings.