ପଟା ଭାଡ଼ି
ପଟା ଆଟୁ; କାଠ ପଟାରେ ତିଆରି ହୋଇଥିବା ଭାଡ଼ି ବା ଘରର ଭିତର ଛାତ —An inner roof of thatched house made of planks.