Jump to content

ପଟା ମଇ

ଉଇକିଅଭିଧାନ‌ରୁ

ପଟା ମଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାଦୁଆ କ୍ଷେତକୁ ସମତୁଲ କରିବା ନିମନ୍ତେ ବ୍ୟବହୃତ ଏକ ପ୍ରକାର ମଇ —A harrow or small ladder drawn over a muddy field to make it smooth.