ପଟା ମଣ୍ଡୋଇ
(ପଟା ମୁଣ୍ଡେଇ—ଅନ୍ୟରୂପ)
ଯେଉଁ ମଣ୍ଡପର ଉପରେ ଛାତତଳେ ପଟା ବିଛା ହୋଇଥାଏ —A pavillion laid over with planks below the roof.
ପଟା ମଣ୍ଡୋଇ ଦୁମୁ ଭାଜିଲା ଭାଜିଲା ନାଟ ମନ୍ଦିର ପ୍ରାଚୀ—ରହସ୍ୟ ମଞ୍ଜରୀ