ପଟା ମାରିବା
ମଇଦ୍ୱାରା କର୍ଷିତ କ୍ଷେତ୍ରର ଟେଳା ଆଦି ଭାଙ୍ଗି ଭୂମିକୁପ ସମତଳ କରିବା; ମଇ ଦେବା — To level up a ploughed field with a ladder.