ପଟା ହାଡ଼
(ପଟାହାଡ଼—ଅନ୍ୟରୂପ)
ପଲାଣ ବାନ୍ଧିବା ବେଳେ ବଳଦର ପେଟତଳ ଦେଇ ବନ୍ଧା ହୋଇଥିବା ଦଉଡ଼ିର ଗୋଛା —A bunch of strings passed below the belly of a pack- bullock.