Jump to content

ପଟିଦାର୍

ଉଇକିଅଭିଧାନ‌ରୁ

ପଟିଦାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଟ୍ଟିଦାର୍—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ପଟ୍ଟି ନାମକ ମଧ୍ୟସ୍ୱତ୍ୱର ଅଧିକାରୀ ବ୍ୟକ୍ତି —୧. An undertenant.
୨. କ୍ଷୁଦ୍ର ଜମିଦାର —୨. A small zamindar.
୩. ଲମ୍ୱା ଭୂମିର ଅଧିକାରୀ —୩. Owner of a long strip of land.