ପଟିବା
ଦେଖଣା
ପଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପୁଟ୍ ଧାତୁ ମିଳନେ)
[ସମ୍ପାଦନା]- ୧. ରାଜି ହେବା; ମନର ମେଳ ହେବା; ଏକମତ ହେବା — ୨. To be of one mind; to agree.
(ଯଥା—ତୁମ ସଙ୍ଗେ ମୋର ପଟିବ ନାହିଁ)
- ୨. ମେଳ ଖାଇବା; ଜୋଟ ଖାଇବା —୨. To suit.
- ୩. ଉଦ୍ଦେଶ୍ୟର ଅନୁକୂଳ ହେବା — ୩. To suit one's purpose.
ମୁଁ ଦିନଯାକ ବୁଲିଲିଣି କିଛି କାହିଁ ପଟିଲା ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୪. ଖାପ ଖାଇବା —୪. To tally; to coincide.
- ୫. ମନୋମତ ହେବା —୫. To meet one's choice.
(ଯଥା—ଏ ଲୁଗାର ଭାଉ ନ ପଟିବାରୁ ମୁଁ କିଣିଲି ନାହିଁ)