Jump to content

ପଟିମାରିବା

ଉଇକିଅଭିଧାନ‌ରୁ

ପଟିମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଠକାଇବା, ଭଣ୍ଡାଇବା; ୨ ଲୁଗା ଆଦିରେ କୌଣସି ଛିଦ୍ରରେ ବା ମେଲା ଅଂଶ ଉପରେ ଚକତି ପକାଇ ତାକୁ ବନ୍ଦ କରିବା