ପଟି ଦେବା
ଦେଖଣା
ପଟି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଟି ମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧପ୍ପା ମାରିବା; ଧପାଇବା — ୧. To win a thing fraudulently or slyly; to defraud.
- ୨. ଛଳନା କରିବା —୨. To feign.
- ୩. କ୍ଷତ ଆଦିର ପ୍ରଲେପ ଉପରେ କନା ମାରିବା — ୩. To apply poultice or bandage over a wound.
- ୪. କନାରେ ତାଳି ପକାଇବା —୪. To patch up.