Jump to content

ପଟୁଆ

ଉଇକିଅଭିଧାନ‌ରୁ

ପଟୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପଟୁମାଟି ଯୁକ୍ତ —୧. Alluvial.
୨. କୋଚଟ; ମଇଳା —୨. Dirty.
୩. ଚେମଡ଼ା —୩. Tenacious.
୪. ଯେ ପକ୍ଷ ଧରିଥାଏ —୪. Partisan; avowing the cause of one party.
୫. ଏକ ପାଖକୁ ଆଉଜି ଥିବା — ୫. Leaning to a side.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଧ ବା ଦହି ମାଠିଆ — ୧. Milk or butter jug or pitcher.

[ ଦ୍ର—ଏହା ମାଠିଆରୁ ଛୋଟ ଓ ଠେକିଠାରୁ ବଡ଼ ]

୨. ଛୋଟ ଡଙ୍ଗା —୨. Small country boat.
୩. କଦଳୀପଟୁକା —୩. The fibre of plantain tree.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକଜାତୀୟ କଣ୍ଟାଳିଆ ଗଛ — A thorny plant.

[ ଦ୍ର—ଏହାର ଫଳ କମଳା ପରି କିନ୍ତୁ ଅଖାଦ୍ୟ ]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

କଦଳୀଗଛର କଞ୍ଚା କାଣ୍ଡର ଖଣ୍ଡିତ ଅଂଶ; କଦଳୀ ଘୋଡ଼ା —A piece cut from the trunk of a plantain tree.