ପଟୁଆରି
ଦେଖଣା
ପଟୁଆରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଟୋଆରି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଟୁଆର (ଦେଖ) - — ୧. Paṭuāra (See)
- ୨. (ସଂସ୍କୃତ - ପଟ୍ଟବାରିନ୍; ହିନ୍ଦୀ - ପଟ୍ୱାରୀ)—ଗ୍ରାମର ରାଜସ୍ୱ ସଂକ୍ରାନ୍ତ କାଗଜ ପତ୍ର ଓ ହିସାବ ରଖିବା କର୍ମଚାରିବିଶେଷ — ୨. A village officer in charge of revenue papers; village accountant.
- ୩. ଅମିନ; ଗ୍ରାମସ୍ଥ ସରକାରୀ ମାପ କର୍ମଚାରୀ — ୩. A village surveyor.