Jump to content

ପଟୁକା

ଉଇକିଅଭିଧାନ‌ରୁ

ପଟୁକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟକ)

[ସମ୍ପାଦନା]
୧. ଅଣ୍ଟାରେ ଭିଡ଼ିବା ଲମ୍ୱବସ୍ତ୍ର ଖଣ୍ଡ; କଟିବନ୍ଧ; ପେଟୀ — ୧. Belt; girdle; sash.
୨. କଦଳୀ ଗଛର ପଟ — ୨. Fibre of plantain plant.
୩. ପଗଡ଼ି —୩. Turban.

ସେକ୍ଷଣି ଉଠି ମଣ୍ଡେ ପଟୁକା ବାନ୍ଧିଲା ଆଗ ଆଞ୍ଚି ପଛ ଆଡ଼ୁକୁ ଗୋଷି ଦେଲା କୃଷ୍ଣସିଂହ, ମହାଭାରତ ଦ୍ରୋଣ