ପଟୁ ପଡ଼ିବା
(ପଟୁ ବସିବା; ପଟୁ ଜମିବା—ଅନ୍ୟରୂପ)
ଜମି ଉପରେ ପଟୁମାଟିର ସ୍ତର ବିସ୍ତୁତ ହେବା — Deposit of silt on a land after flood.