Jump to content

ପଟୁ ବଉଳ

ଉଇକିଅଭିଧାନ‌ରୁ

ପଟୁ ବଉଳ

ଉଚ୍ଚାରଣ

[ସମ୍ପାଦନା]

ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଏକ ପ୍ରକାର ବନ୍ୟଗଛ — A kind of wild tree.

[ ଦ୍ର—କୌଣସି ଅଙ୍ଗ ଶସ୍ତ୍ରଦ୍ୱାରା ଛିନ୍ନ ହେଲେ ଏହି ଗଛର ଛେଲି ବାଟି ଛିନ୍ନ ଅଙ୍ଗରେ ଲେପନ କରନ୍ତି ଦ୍ରବ୍ୟଗୁଣ. କଳ୍ପଦ୍ରୁମ ]