ପଟେ
ଦେଖଣା
ପଟେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ପଟ ମାତ୍ର; ଏକ ଗୋଟି ମାତ୍ର — ୧. One only.
ବାଦ୍ୟ ନାଦ ଛଳେ ବୋଲେ ଲଗା ଲଗା ଆଉ ପଟେ ନାହିଁ ହଟି ଯେ ଭଞ୍ଜ, ବୈଦେହୀଶବିଳାସ
- ୨. ଯୋଡ଼ାକ ମଧ୍ୟରୁ ଗୋଟିଏ —୨. One of a pair.
ପଟେ ଶଙ୍ଖା ବହି କୁମାରୀ ଧାନ କୁଟି ସ୍ୱଇଚ୍ଛାରେ ମହା ସୁଖକୁ କଲା ଲୁଟି କୃଷ୍ଣସିଂହ, ମହାଭାରତ ଶାନ୍ତି
- ୩. ସମକକ୍ଷ ଲୋକ —୩. One's equal.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଦିଗରେ; ଆଡ଼ରେ; ପାଖେ; ପାଖରେ ପାଶ୍ୱରେ — On a side.
ସହସ ଦଶ ହାତ ଲେଖେ ଚାରି ପଟେ କୃଷ୍ଣସିଂବା, ମହାଭାରତ, ସଭା