ପଟେରକ
ଦେଖଣା
ପଟେରକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପାଣି କୂଳେ ଜନ୍ମିବା ଏକ ପ୍ରକାର ତୃଣ; ପରୁଡ଼ି ସନ୍ତରା — A kind of reed.
[ ଦ୍ର—ଏହାର ପତ୍ର ଏକ ଇଞ୍ଚ ଚଉଡ଼ା ଓ ୪୫: ଫୁଟ ଲମ୍ୱ ଏବଂ ମୋଟା; ଏହି ପତ୍ରକୁ ଶୁଖାଇ ଲୋକେ ପରୁଡ଼ି ମଶିଣା ବୁଣନ୍ତି ଏଥିରେ ବାଜରା ପରି କେଣ୍ଡା ଥିବା ଶସ୍ୟ ଫଳେ ବୈଦ୍ୟକ ମତରେ ଏହା କଷାୟ, ମଧୁର, ଶୀତଳ, ରକ୍ତ ପିତ୍ତ ନାଶକ ଓ ମୂତ୍ର, ଶୁକ୍ର, ରାଜଃ ଓ ସ୍ତନ୍ୟର ଶୁଦ୍ଧକର ହ. ଶ.]