Jump to content

ପଟ୍

ଉଇକିଅଭିଧାନ‌ରୁ

ପଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ ଧାତୁ ବା ପଶ୍ଚାତ୍)

[ସମ୍ପାଦନା]

କୌଣସି ଚେପ୍ଟା ପଦାର୍ଥର ପଛଭାଗ —The back side of a flat thing.

ଦେଶଜ - ଅ.—(ଧ୍ୱନ୍ୟନୁକରଣ)

[ସମ୍ପାଦନା]

ପଟ୍ ପଟ୍ (ଦେଖ) - Paṭ paṭ (See)

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ - (ସଂସ୍କୃତ - ପଟ୍ଟୁ; ତୁଳ. ହିନ୍ଦୀ - ପଟ୍)

[ସମ୍ପାଦନା]
୧. ଝୋଟ —୧. Flax.
୨. ଅଂଶୁ —୨. Fibre.