Jump to content

ପଟ୍କଣ

ଉଇକିଅଭିଧାନ‌ରୁ

ପଟ୍କଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପତ୍ ଧାତୁ) (ସଂସ୍କୃତ - ପାତନ)

[ସମ୍ପାଦନା]
୧. ଫୋପାଡ଼ି ଦେବା; କଚାଡ଼ିବା — ୧. Dashing of a thing on the ground.
୨. (ସଂସ୍କୃତ - ପତନ) ଭୂମିରେ ପତିତ ହେବା; କଚଡ଼ା — ୨. Falling down; being dashed to the ground with a thud.