ପଟ୍କିନି
ଦେଖଣା
ପଟ୍କିନି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଟ୍କରି, ପଟ୍କିରି, ପଟ୍କିନା, ପଟାତ୍କିନି, ପଟ୍ପାଟ, ପଟ୍ଦସ୍, ପଟାକ୍ଦସ୍, ପଟାତ୍ଦସ୍ଅନ୍ୟରୂପ
ଦେଶଜ - କ୍ରି. ବିଶେଷଣ - (ଧ୍ୱନାନୁକରଣ; ସଂସ୍କୃତ - ପଟ୍ତ)
[ସମ୍ପାଦନା]- ୧. ପଟ୍ ଶବ୍ଦ କରି; ପଟାପଟ୍; ପଟ୍ପଟ୍ (ପଡ଼ିଯିବା) — ୧. With a snapping sound.
- ୨. ଉପର୍ଯ୍ୟୁପରି ଅତିଶୀଘ୍ର —୨. In quick succession.