Jump to content

ପଟ୍ଟିକା

ଉଇକିଅଭିଧାନ‌ରୁ

ପଟ୍ଟିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପଟ୍ଟ+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପାଟ —୧. Silk.


୨. ପାଟ ଲୁଗା —୨. Silken cloth.
୩. ଛୋଟ ପଟା —୩. Tablet.
୪. କ୍ଷତାଦି ଉପରେ ବନ୍ଧାଯିବା ପଟ୍ଟୀ —୪. Bandage (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଝାଲ —Sail.

ଅଦୁରେ କାଳିନ୍ଦୀ ସ୍ରୋତେ ଧାଏଁ ଖର ବେଗେ ଲାଳାତରୀ. ରଙ୍ଗେ ତୋଳି ଧବଳ ପଟ୍ଟିକା ରାଧାନାଥ. ମହାଯାତ୍ରା