ପଟ୍ଟିଶ
ଦେଖଣା
ପଟ୍ଟିଶ
ଉଚ୍ଚାରଣ
[ସମ୍ପାଦନା][ ପଟ୍ଟୀଶ—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - [ ପଟ୍ ଧାତୁ+ଟିଶ(ସ) ]
[ସମ୍ପାଦନା]ଦୁଇ ଆଡ଼େ ଦାଢ଼ଥିବା ତରବାରୀ ବିଶେଷ —A very long doublebladed sword.
ବ୍ୟାକୋଷ ପୁଷ୍ପ ମଣ୍ଡନ କୋଶହୀନ ପଟ୍ଟିଶ କି ଡେରା ହୋଇଛି ଯେ ଭଞ୍ଜ. ବୈଦେହୀଶବିଳାସ
[ ଦ୍ର—ଏହା ତିନି ଚାରି ହାତ ଲମ୍ୱା; ଏଥିର ଦୁଇ ପାଖ ଦାଢୁଆ, ଅଗ ଅତି ସରୁ ଓ ମୁନିଆଁ, ଏଥିର ମୁଠାରେ ହସ୍ତାତ୍ରାଣ ଥାଏ ]