Jump to content

ପଟ୍ଟିସ

ଉଇକିଅଭିଧାନ‌ରୁ

ପଟ୍ଟିସ

ଉଚ୍ଚାରଣ

[ସମ୍ପାଦନା]

[ ପଟ୍ଟୀ(ସ)—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - [ ପଟ୍ ଧାତୁ+ଟିଶ(ସ) ]

[ସମ୍ପାଦନା]

ଦୁଇ ଆଡ଼େ ଦାଢ଼ଥିବା ତରବାରୀ ବିଶେଷ —A very long doublebladed sword.

ବ୍ୟାକୋଷ ପୁଷ୍ପ ମଣ୍ଡନ କୋଶହୀନ ପଟ୍ଟିଶ କି ଡେରା ହୋଇଛି ଯେ ଭଞ୍ଜ. ବୈଦେହୀଶବିଳାସ

[ ଦ୍ର—ଏହା ତିନି ଚାରି ହାତ ଲମ୍ୱା; ଏଥିର ଦୁଇ ପାଖ ଦାଢୁଆ, ଅଗ ଅତି ସରୁ ଓ ମୁନିଆଁ, ଏଥିର ମୁଠାରେ ହସ୍ତାତ୍ରାଣ ଥାଏ ]