ପଟ୍ପଟ୍
ଦେଖଣା
ପଟ୍ପଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଟ୍ପଟ୍
|
(ପଟର ପଟର—ଅନ୍ୟରୂପ)
ଦେଶଜ - ଅ. (ଧ୍ୱନ୍ୟନୁକରଣ) (ସଂସ୍କୃତ - ପଟତ୍; ପଟ୍)
[ସମ୍ପାଦନା]- ୧. ଅଠାଳିଆ ବା ନାଳୁଆ ପଦାର୍ଥରେ ଘନ ବସ୍ତୁ ଟିକିଏ ଲାଗି ଓ ଟିକିଏ ଛାଡ଼ି ଘଷିହେବାର ଶବ୍ଦ; ଫଟ୍ ଫଟ୍ ଶବ୍ଦ — ୧. The sound of a hard subtance rolling or moving along a gummy subtance by coming in contact with it and by being separated from it at times.
- ୨. ଦଉଡ଼ି ଆଦି ଜୋର୍ରେ ଛିଣ୍ଡିଯିବା ଶବ୍ଦ — ୨. Snapping sound of a rope.