ପଟ ଧରିବା
ଦେଖଣା
ପଟ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଟ ନେବା, ପଟ ମାଡ଼ିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏକପକ୍ଷ ପ୍ରତି ଅଯଥା ଆସକ୍ତି ଦେଖାଇବା; ପକ୍ଷପାତ କରିବା —୧. To be partial; to lean to one party.
- ୨. ପକ୍ଷ ସମର୍ଥନ କରିବା —୨. To take sides; to support a party.
ସାକ୍ଷିଏ ପଟ ଧରି ଅବଶ୍ୟ କହନ୍ତି ତହିଁକି ଜାଗରୁକ ଥିବ ନରପତି କୃଷ୍ଣସିଂହ. ମହାଭାରତ ଶାନ୍ତି
- ୩. ସାହାଯ୍ୟ କରିବା; ସହାୟତା କରିବା —୩. To support.