ପଟ ବାସ
ଦେଖଣା
ପଟ ବାସ
ଉଚ୍ଚାରଣ
[ସମ୍ପାଦନା](ପଟବାସକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ)
[ସମ୍ପାଦନା]- ୧. ବସ୍ତ୍ରଗୃହ; ତମ୍ୱୁ; ରାଉଟି —୧. Tent.
- ୨. ଚଉଡ଼ା ଧଡ଼ି ଥିବା ପାଟଶାଢ଼ୀ — ୨. A broad boredered silk cloth for women.
- ୩. ଗନ୍ଧଚୂର୍ଣ୍ଣ; ଫଗୁଚୂର୍ଣ୍ଣ, ସୁଗନ୍ଧ ଅବିର — ୩. Scented power (which is sprinkled over people in festivals).
- ୪. ପିଠଉ; ବଟା ଚାଉଳ — ୪. Rice paste; dough for preparing cake.
- ୫. ଲୁଗା ଆଦିକୁ ସୁଗନ୍ଧିତ କରାଯିବା ବସ୍ତୁ (ହିନ୍ଦୀ - ଶ.) — ୫. Thing used for perfuming clothes.
- ୬. ଲହଙ୍ଗା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୬. Lahaṇgā (See)