Jump to content

ପଟ ମଞ୍ଜରୀ

ଉଇକିଅଭିଧାନ‌ରୁ

ପଟ ମଞ୍ଜରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାଗିଣୀବିଶେଷ — Name of a secondary musical air.

[ଦ୍ରଷ୍ଟବ୍ୟ —ଏହା ସମ୍ପୂର୍ଣ୍ଣ ଜାତିର ଏକ ଶୁଦ୍ଧ ରାଗିଣୀ ଏହା ପଞ୍ଚମ ରାଗର, ମତାନ୍ତରେ ଶ୍ରୀରାଗର ଓ ମତାନ୍ତରରେ ହିଣ୍ଡୋଳରାଗର ପତ୍ନୀରୂପେ କଳ୍ପିତ ଦିନର ୬ ଦଣ୍ଡଠାରୁ ୧ ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ; କେହି କେହି କହନ୍ତି ଯେ ନଟ ଓ ମାଳଶ୍ରୀ ରାଗଦ୍ୱୟର ମିଳନରେ ଏହା ଉତ୍ପନ୍ନ—ହିନ୍ଦୀ - ଶ. ]