Jump to content

ପଠଦ୍ଦଶା

ଉଇକିଅଭିଧାନ‌ରୁ

ପଠଦ୍ଦଶା

ଉଚ୍ଚାରଣ

[ସମ୍ପାଦନା]

(ପଠଦବସ୍ଥା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପଠ୍ ଧାତୁ+ଅତ୍=ପଠତ୍+ଦଶା)

[ସମ୍ପାଦନା]

ପଢ଼ିବାଅବସ୍ଥା; ଛାତ୍ରାବସ୍ଥା; ପାଠାବସ୍ଥା —Student life; the time when a person is engaged in his studies; studentship career.