Jump to content

ପଠନ

ଉଇକିଅଭିଧାନ‌ରୁ

ପଠନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଠ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ପଢ଼ିବା; ଅଧ୍ୟୟନ — ୧. Reading; studying.
୨. ଲେଖାକୁ ପାଠ କରିବା — ୨. Perusal of a written matter.
୩. ମୁହଁରେ ବୋଲିବା; ଆବୃତ୍ତି —୩. Recital.