Jump to content

ପଠନ ପାଠନ

ଉଇକିଅଭିଧାନ‌ରୁ

ପଠନ ପାଠନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଠ୍ ଧାତୁ+ଅନ ଓ ପଠ୍ ଧାତୁ ଣିଚ୍+ଅନ)

[ସମ୍ପାଦନା]

ନିଜେ ପଢ଼ିବା ଓ ଅନ୍ୟକୁ ପଢ଼ାଇବା; ଅଧ୍ୟୟନ ଓ ଅଧ୍ୟାପନା —Learning and teaching.