Jump to content

ପଠା

ଉଇକିଅଭିଧାନ‌ରୁ

ପଠା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ପୃଷ୍ଠ ବ୍ରଣ)—ପିଠିରେ ହେବା ମାରାତ୍ମକ ବ୍ରଣ ବିଶେଷ; ପୃଷ୍ଠ ବ୍ରଣ —୧. Carbuncle; a boil on the back; wasp's nest; furuncle.

[ ଦ୍ର—ଏହି ବ୍ରଣ ସାଧାରଣତଃ ମଝି ପିଠିରେ ଅର୍ଥାତ୍ ମେରୁହାଡ଼ଉପରେ ଉଠେ ଓ ଏହା କ୍ରମଶଃ ଗୋଟିଏ ଚିତଉ ପିଠାର ଆକାର ଧାରଣ କରେ ଓ ଚିତଉ ପିଠାପରି ତାର ବହୁ ସଂଖ୍ୟାକ ଛିଦ୍ର ହୋଇଯାଏ ବହୁମୂତ୍ର ରୋଗୀଙ୍କୁ ଏ ବ୍ରଣ ବିଶେଷ ଭାବରେ ଆକ୍ରମଣ କରେ ଓ ଏହା ଅଧିକାଂଶ ସମୟରେ ମାରାତ୍ମକ ହୁଏ]

୨. (ସଂସ୍କୃତ - ପ୍ରସ୍ଥ) ନଦୀ ଗର୍ଭସ୍ଥ ତୃଣମୟ ଉଚ୍ଚ ଭୂମି ବା କ୍ଷୁଦ୍ର ଦ୍ୱୀପ — ୨. An is let or a small grassy eminence. in the bod of a river.

ନିରୂପା ତଟିନୀ ତଣ୍ଡି ପଠାଚାରୀ ରଥାଙ୍ଗ—ବଧୂ ବିଳାପ ରାଧାନାଥ. ଯଯାତି

୩. (ସଂସ୍କୃତ - ପ୍ରସ୍ଥାପନ) ପ୍ରେରଣ —୩. Sendinbg.

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରେରତ —Sent.