Jump to content

ପଠାଣି ଯିବା

ଉଇକିଅଭିଧାନ‌ରୁ

ପଠାଣି ଯିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ପ୍ରଥମ+ପ୍ରସ୍ଥାନ)

[ସମ୍ପାଦନା]

ବିବାହିତା କନ୍ୟା ରଜସ୍ୱଳା ହେବା ପରେ ପ୍ରଥମେ ସ୍ୱାମୀଘରକୁ ଯିବା; ପହିଲିପାଳି ଯିବା —(said of a matured girl) To go to the husband's house for the first time after puberty.