ପଠାଣି ସାଆନ୍ତ
ଦେଖଣା
ପଠାଣି ସାଆନ୍ତ
ଉଚ୍ଚାରଣ
[ସମ୍ପାଦନା](ପଠାଣି ସାମନ୍ତ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ପ୍ରସିଦ୍ଧ ଜ୍ୟୋତିଷୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତଙ୍କ ଡାକନାମ —Name by which the great Oria astronomer, the late Chandraṡekhara Sāmanta was popularly known.
[ ଦ୍ର—ସେ ଅପର୍ତ୍ତିଆଣି ଥିବାରୁ ପିତାମାତା ଶିଶୁକୁ ପଠାଣି ନାମ ଦେଇଥିଲେ ]