ପଠାଣ କେଳା
ଏକପ୍ରକାର କେଳା — A kind of Keḻā.
[ ଦ୍ର—ଏମାନଙ୍କ ପୁରୁଷମାନେ ବାଉଁଶ ଉପରେ ନାନାପ୍ରକାର କସରତ୍ ଓ ଭେଲ୍କୀ ଦେଖାନ୍ତି]