Jump to content

ପଠିତ

ଉଇକିଅଭିଧାନ‌ରୁ

ପଠିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଠ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପଢ଼ାଯାଇଥିବା — ୧. Read; learnt; studied.
୨. ବୋଲା ଯାଇଥିବା; ଆବୃତ୍ତ —୨. Recited.
୩. ଉଚ୍ଚୈଃସ୍ୱରରେ ପୁସ୍ତକାଦିରୁ ପଢ଼ାଯାଇଥିବା — ୩. Read aloud from a writing.