ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ପଠ୍ ଧାତୁ)
[ସମ୍ପାଦନା]
- ୧. ପଢ଼ିବା; ପାଠକରିବା — ୧. To read.
ପଠହେ ମଠରୁ ଆଉକି କାରଣ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. କହିବା; ଉଚ୍ଚାରଣ କରିବା; ବୋଲିବା — ୨. To say; to utter.
ବିହରି ହରି ସଙ୍ଗେ ହରି ହେଲା ବିଲୋକି ରାମ ରାମ ପଠିଲା ଭଞ୍ଜ. ବୈଦେହୀଶବିଳାସ