Jump to content

ପଡ଼ଚାଇବା

ଉଇକିଅଭିଧାନ‌ରୁ

ପଡ଼ଚାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଡ଼ଚୋଇବା, ପଡ଼ଚିବା, ପଡୁଚେଇବା, ପଡୁଚୁଆ ଦେବାଅନ୍ୟରୂପ

ଦେଶଜ - କ୍ରି. (ସକର୍ମ)(ସଂସ୍କୃତ - ପରି+ଚକ୍ଷୁ ଧାତୁ)

[ସମ୍ପାଦନା]
୧. ନିନ୍ଦା କରିବା —୧. To blame.
୨. ଛିଗୁଲେଇବା;ବ୍ୟଙ୍ଗ କରିବା; ଉପହାସ କରିବା — ୨. To jeerat; to gibe.
୩. ଗାଳିଦେବା —୩. To rebuke.
୪. ପରୋକ୍ଷରେ ହୋଇଥିବା ନିନ୍ଦା—ବାଦକୁ କହିଥିବା ବ୍ୟକ୍ତି ସଙ୍ଗେ ମୁକାବିଲା ବା ମୁଆଜା କରିବା —୪. To confront a slanderer with the person slandered about what the former had reported behind the latter.