Jump to content

ପଡ଼ଚୁଆ

ଉଇକିଅଭିଧାନ‌ରୁ

ପଡ଼ଚୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପରଚୁଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରିଚକ୍ଷା=ଦୋଷୀବୋଲି ଘୋଷଣା କରିବା)

[ସମ୍ପାଦନା]
୧. ନିନ୍ଦା —୧. Blame.

ଯେବେ ଦଇବେ ହୁଡି ନ ଜାଣ ଯାଉଁ କେତେଠାରେ କେତେ ପଡଚୁଆ ପାଇଁ ଶ୍ରାପଞ୍ଚମୀ ଗୀତ

୨. ଛିଗୁଲା; ବ୍ୟଙ୍ଗ — ୨. Irony; gibe.
୩. ପ୍ରତ୍ୟକ୍ଷରେ ପ୍ରମାଣ —୩. Direct evidence.