ପଡ଼ାଂ
ଦେଖଣା
ପଡ଼ାଂ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବେତ ବା ଚାବୁକ ମାରିବା ଶବ୍ଦ —୧. Loud crackling sound.
- ୨. ହଠାତ୍ (ପଡିଯିବା) — ୨. Suddenly (to fall down).
(ପଡ଼ାକ୍, ପଡ଼ାଙ୍ଗ, ପଡାଂକିନା, ପଡାଂକିନି, ପଡାଙ୍ଗ୍କିନା, ପଡ଼ାଙ୍ଗ୍ କରି ପଡ଼ାଙ୍ଗକିନି, ପଡାଙ୍ଗ୍ ଦଶ୍, ପଡାଙ୍ଗ ଧସ୍—ଅନ୍ୟରୁପ)