Jump to content

ପଡ଼ିଆଣି ଜୁଆର

ଉଇକିଅଭିଧାନ‌ରୁ

ପଡ଼ିଆଣି ଜୁଆର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଜାହାଜିଆ ଭାଷା)

[ସମ୍ପାଦନା]

ପାଣିର ଉଚ୍ଚତା କମି ଯାଉଥିବା ଜୁଆରର ଅବସ୍ଥା; ଛାଡେଣୀ — The subsiding state of a flow tide; the ebbing of a tide.

ତେତେବେଳେ ପଡ଼ିଆଣି ଜୁଆର, ଜାହାଜ ନିହାତି ବାଲିଚଡ଼ାରେ ବସି ଯାଉଛି ଫକୀରମୋହନ—ଗଳ୍ପସ୍ୱଳ୍ପ