Jump to content

ପଡ଼ିଆ ଜୁଆର

ଉଇକିଅଭିଧାନ‌ରୁ

ପଡ଼ିଆ ଜୁଆର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୂର୍ଣ୍ଣିମା ଅମାବାସ୍ୟା ଛଡା ଅନ୍ୟ ତିଥିରେ ହେବ ଅଳ୍ପ ସ୍ଫୀତିଯୁକ୍ତ ଜୁଆର —Ebb tide; low tide.

(ଉଠିଆ ଜୁଆର—ବିପରୀତ)