ପଡ଼ିଆ ଭୂଇଁ
ଦେଖଣା
ପଡ଼ିଆ ଭୂଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଡ଼ିଆ ଭୂଇଁ
|
ପ଼ଡ଼ିଆ ବାଡ଼ି, ପଡ଼ିଆ ଜମି, ପଡ଼ିଆ ଭୂମିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତିତ ଭୂମି)
[ସମ୍ପାଦନା]- ୧. ପତିତ ଜମି — ୧. Fallow ground.
- ୨. ଗୋଚର ଜମି —୨. Grazing ground.
- ୩. ଗ୍ରାମ୍ୟ ସାଧାରଣଙ୍କର ଝାଡ଼ା ଫେରିବା ସ୍ଥାନ — ୩. The common easing ground of a village.
ଦେବ, ଦ୍ୟାଇବ,ଦେଶଜ - ପଦ ବୋଲିବ, ପଡ଼ିଆ ଭୁମିରେ ଗୋଧନ ଚରାଇବା ହେ—ଚକୁଳିଆ ପଣ୍ଡାଗୀତ