ପଡ଼ିରହିବା
ଦେଖଣା
ପଡ଼ିରହିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବହୁ କାଳ ଏକ ସ୍ଥାନରେ ପଡ଼ିବା — ୧. To lie at one place for a long time.
- ୨. କାର୍ଯ୍ୟ ଅସମାପ୍ତ ବା ଆକୃତ ହୋଇ ବହୁକାଳ ରହିବା — ୨. To be pending; (a work) to remain undone or unfinished.
- ୩. ବହୁକାଳ ଅପେକ୍ଷା କରିବା — ୩. To wait for a long time.
- ୪. ବହୁ କାଳ ରୋଗ ଯୋଗୁଁ ଶଯ୍ୟାଗତ ହୋଇ ରହିବା — ୪. To be confined to bed for a long time.