Jump to content

ପଡ଼ିସା

ଉଇକିଅଭିଧାନ‌ରୁ

ପଡ଼ିସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଡ଼ଶି, ପଡ଼ୋଶ, ପଡ଼ୋଶି,ଅନ୍ୟରୂପ

ପଡ଼ଶୁଣୀ, ପଡ଼ୁଶୁଣୀ, ପଡ଼ୋଶୁଣୀ, ପଡ଼ିଶାଣୀସ୍ତ୍ରୀ

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ପ୍ରତିବେଶୀ; ପ୍ରତିବାସୀ; ପ୍ରା. ପଡ଼ିବେସ)

[ସମ୍ପାଦନା]
୧. ପ୍ରତିବାସୀ; ସାଇପଡ଼ିଶା — ୧. Neighbour.

ଡାକୁଥିଲେ ପଡ଼ିଶାଏ ମହାଶ୍ରଦ୍ଧା ବହି ରାଧାନାଥ. ଫୁଲବାଣୀ

୨. ପାଖରେ ଥିବାଲୋକ — ୨. A person living close by.

ବୈଷ୍ଣବ ପଡ଼ିଶା ଯେ ଜନ ତା ତହିଁ ନାହିଁ ମୋ ପଣ ଭୂପତି, ପ୍ରେମପଞ୍ଚାମୃତ

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରତିବେଶୀ; ପାର୍ଶ୍ୱସ୍ଥ — Neighbouring; adjoining.